Ratha Yatra 2020 OdiaLive Odia

ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ

  • May 2, 2022
  • 0 Comments

ଦିନେ ଏମିତି ଗୋଟେ ଖରାଦିନିଆ ବାତ୍ୟାରେ ହଜିଯାଇଥିଲେ ମହାପ୍ରଭୁ । ଦିନ ଥିଲା ଅକ୍ଷୟ ତୃତୀୟା। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା। ମଧ୍ୟାହ୍ନ ଧୂପ ପରେ ଶ୍ରୀ ଜୀଉଙ୍କ ପ୍ରମୁଖ ଚଳନ୍ତି ବିଗ୍ରହ ମଦନମୋହନଙ୍କୁ ଚାପରେ ବିଜେ କରାଇ ନୌ ବିହାର କରାଯିବ। ଓଡ଼ିଆ ଲୋକେ ମହାପ୍ରଭୁଙ୍କ ଏହି ଗ୍ରୀଷ୍ମକାଳୀନ ଉତ୍ସବକୁ ଚନ୍ଦନ ଯାତ୍ରା କୁହନ୍ତି। ହେଲେ ଆପଣ ଜାଣି ନ ଥିବେ, ମହାପ୍ରଭୁଙ୍କ ଏହି ଚନ୍ଦନଯାତ୍ରା ସହ ବିଗତ ଦିନର ଗୋଟିଏ ଗ୍ରୀଷ୍ମକାଳୀନ […]